ଦେଶ

ଆଜି ଦିନ ୧୧ଟାରେ ‘ମନ କି ବାତ୍’ କାର୍ଯ୍ୟକ୍ରମ, ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର:  ଆଜି ଦିନ ୧୧ଟାରେ ‘ମନ କି ବାତ୍’ କାର୍ଯ୍ୟକ୍ରମ । ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମର ଏହା ହେଉଛି ୬୬ତମ ସଂସ୍କରଣ । ପ୍ରଧାନମନ୍ତ୍ରୀ ମୋଦୀ ମନକୀ ବାତ କାର୍ଯ୍ୟକ୍ରମ ଜରିଆରେ ଜୁନ ୩୦ ଅନଲକ ୦.୧ ଶେଷ ହେବା ପରେ କ’ଣ କରାଯିବ, ସେନେଇ ସୂଚନା ପ୍ରଦାନ କରିପାରନ୍ତି ।

କୋରୋନା ଭାଇରସ ମହାମାରୀ କାରଣରୁ ଏବେ ଦେଶରେ ୫ଟି ପର୍ଯ୍ୟାୟରେ ଶେଷ ହେବା ପରେ ଅନଲକ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଏହା ପୂର୍ବରୁ ଗତ ମାର୍ଚ୍ଚ ୨୯, ଏପ୍ରିଲ ୨୬ ଓ ମେ’ ମାସ ୩୧ ତାରିଖରେ ରେ ମନ କୀ ବାତ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ଏହାସହ ଭାରତ-ଚୀନ ସୀମା ବିବାଦ ଉପରେ ମଧ୍ୟ ନିଜ ମତ ରଖପାରନ୍ତି ପ୍ରଧୋନମନ୍ତ୍ରୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top