ମନୋରଞ୍ଜନ

Happy Birthday କ୍ୟାଟ୍ରିନା

katrina kaif

ମୁମ୍ୱାଇ: ବଲିଉଡରେ ଆଗ ଧାଡିର ଅଭିନେତା ଏବଂ ଅଭିନେତ୍ରୀ ହେବା ଏତେ ସହଜ ନୁହେଁ । ମୁସ୍‌କିଲ ସେତେବେଳେ ଅଧିକ ବଢ଼ିଯାଏ ଯେତେବେଳେ କି ଆପଣ ଜଣେ ବିଦେଶୀ ହୋଇଥିବେ । କିନ୍ତୁ ଏହାକୁ କ୍ୟାଟ୍ରିନା କେଫ୍‌ ଭୁଲ ପ୍ରମାଣିତ କରିଦେଖାଇଛନ୍ତି । ନା ସେ କେବଳ ବଲିଉଡରେ ନିଜର ଏକ ପରିଚୟ ରଖିଛନ୍ତି, ତାହାନୁହେଁ ସେ ଟପ ହିରୋଇନଙ୍କ ମଧ୍ୟରେ ନିଜକୁ ଯୋଡି ପାରିଛନ୍ତି । ଆଜି କ୍ୟାଟ୍ରିନାଙ୍କ ଜନ୍ମ ଦିନ ।

କ୍ୟାଟ୍ରିନା ଜଣେ ଏମିତି ଅଭିନେତ୍ରୀ ଯିଏ ସୁନ୍ଦର ଏବଂ ଟ୍ୟାଲେଣ୍ଡ ହୋଇପାରନ୍ତି, ଉଭୟ ଏକ ସମୟରେ  । ଆଜିର ଦିନରେ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛାର ଶୁଅ ଛୁଟୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top