X
Breaking News
ଅପରାଧ

ସାକ୍ଷୀଗୋପାଳ ପଟନାଇକିଆ ଛକରେ ଟ୍ରିପଲ ମର୍ଡର

ପୁରୀ: ସାକ୍ଷୀଗୋପାଳ ସ୍ଥିତ ପଟନାଇକିଆ ଛକରେ ଟ୍ରିପଲ ମର୍ଡର । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି । ମୃତକମାନେ ସତ୍ୟବାଦୀ  ବୀରରାମଚନ୍ଦ୍ରପୁର ଗ୍ରା.ପର ପୂର୍ବତନ ସରପଞ୍ଚ ଅଜୟ ବେହେରାଙ୍କର ସମ୍ପର୍କୀୟ ବୋଲି ଜଣାପଡିଛି । ୨ଜଣ ତାଙ୍କର ଭାଇ ଓ ଅନ୍ୟଜଣେ ପୁତୁରା ବୋଲି କୁହାଯାଉଛି ।

ମୃତକମାନେ ହେଲେ ପଞ୍ଚୁଆ ବେହେରା, ପୁନିଆ ବେହେରା, କୃଷ୍ଣ ବେହେରା । ଆଜି ସନ୍ଧ୍ୟାରେ ଦୁର୍ବୃତ୍ତମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ସ୍ଥାନୀୟ ଲୋକଙ୍କ ପାଖରୁ ଖବର ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top