X
Breaking News
ଟିଭି

ପ୍ରଥମଥର ବୋଲ୍ଡ ଫଟୋ ସେୟାର କଲେ ‘ପ୍ରେରଣା’, ଫ୍ୟାନ୍ସମାନେ ଦେଲେ ଏମିତି ପ୍ରତିକ୍ରିୟା

erika

ମୁମ୍ବାଇ: ଏକତା କପୁରଙ୍କ ଲୋକପ୍ରିୟ ସିରିୟଲ କସୌଟୀ ଜିନ୍ଦେଗୀ କେର ଅଭିନେତ୍ରୀ ଏରିକା ଜେନିଫର ଖୁବ୍ ପପୁରାଲ ହୋଇସାରିଲେଣି । ସୋରେ ତାଙ୍କ ଅଭିନୟକୁ ପ୍ରଶଂସା କରାଯାଉଛି । ତେଣୁ ଦିନକୁ ଦିନ ତାଙ୍କର ଫ୍ୟାନ ଫଲୋର୍ସ ମଧ୍ୟ ବଢୁଛି । ତେବେ ନିକଟରେ ଇନଷ୍ଟାରେ ନିଜର ବୋଲ୍ଡ ପଟୋ ସେୟାର କରି ଚର୍ଚ୍ଚାରେ ଅଛନ୍ତି ଏରିକା । ଫଟୋରେ ସେ ସମ୍ପୂର୍ଣ୍ଣ ଓଦା ହୋଇଛନ୍ତି । ଏରିକାଙ୍କ ଏହି ଫଟୋ ଦେଖିବା ପରେ ଆପଣଙ୍କ ହୋସ୍ ଉଡିଯିବ ।

 

View this post on Instagram

 

🏊🏼‍♀️ chutti chahiye !! #ChuttiTohBantiHaiBoss #ejf #travel

A post shared by ERICA JENNIFER FERNANDES (@iam_ejf) on

ଏରିକାଙ୍କୁ ଟ୍ରାଭେଲିଂ ଖୁବ୍ ପସନ୍ଦ । ଏହି ଫଟୋର ଏକ କ୍ୟାପସନ ଲେଖି ସେ କହିଛନ୍ତି ଯେ ତାଙ୍କ ପାଇଁ ଛୁଟି ଆବଶ୍ୟକ । ଆଉ ଗୋଟିଏ ଛୁଟିତ ଦରକାର । ଏରିକାଙ୍କର ଅନ୍ଦାଜ ଅନେକଙ୍କ ହୃଦୟରେ ନିଆଁ ଲଗାଇଛି ।

ସିରିୟଲରେ ଏରିକା ଏକ ସାଦାସିଧା ଯୁବତୀ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଏହି ବିକିନି ପିନ୍ଧା ଫଟୋ ଦେଖିବା ପରେ ଫ୍ୟାନମାନେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । ଏପରିକି ତାଙ୍କ କୋଷତଟାର ପାର୍ଥ ସାମନଥମ ମଧ୍ୟ ରିଆକ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ଏହି ସୋରେ ଅଭିନୟ କରିଥିବା ହିନା ଖାନ୍ ଫିଲ୍ମ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି । ତେଣୁ ମାର୍ଚ୍ଚ ମାସରୁ ସେ ସୋରୁ ବ୍ରେକ୍ ନେବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top