ଦେଶ

ଟୋକିଓରେ ‘ହଗିବିସ୍‌’ର ତାଣ୍ଡବ: ୧୧ ମୃତ, ୧୭ ନିଖୋଜ

japan

ଟୋକିଓ: ସାମୁଦ୍ରିକ ଝଡ଼ ‘ହଗିବିସ୍‌’ର ତାଣ୍ଡବରେ ବେହାଲ ଟୋକିଓ । ଜାପାନରେ ସାମୁଦ୍ରିକ ଝଡ଼ ‘ହଗିବିସ୍’ ତାଣ୍ଡବ ରଚାଇଛି । ଏହି ଝଡ଼ ଟୋକିଓର ଇଜୁ ଦ୍ୱୀପରେ ସ୍ଥଳଭାଗ ଛୁଇଁବା ପରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ନିଖୋଜ ଅଛନ୍ତି।

ଏହାସହ ଟୋକିଓ, ଇଜୁ ଓ ସିଲୁଓକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଭୂସ୍ଖଳନ ଘଟିଛି । ପ୍ରବଳ ବର୍ଷା ଓ ପବନ ଯୋଗୁ ବିଦ୍ୟୁତ୍‌ ସରବରାହ  ବ୍ୟାଘାତ ଘଟିଛି ।  ଯାହାଫଳରେ ଅନ୍ଧାରରେ ୮ ଲକ୍ଷରୁ ଅଧିକ ଲୋକ ରହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top