X
Breaking News
ଦେଶ

ଅଜାତଶତ୍ରୁ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଧର୍ମେନ୍ଦ୍ରଙ୍କ ଶ୍ରଦ୍ଧାଞ୍ଜଳି

ATALA BIHARI

ନୂଆଦିଲ୍ଲୀ: ଆଜି ଅଜାତ ଶତ୍ରୁ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେ କହିଛନ୍ତି, ବାଜପେୟୀ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ଏବଂ ସେ ରାଜନୀତି ଜଗତର ପୁରୋଧା ବୋଲି କହିଛନ୍ତି । ସେ ଜଣେ ପ୍ରଖର ରାଜନେତା ଥିଲେ ବୋଲି ନିଜ ଟ୍ୱିଟ୍‌ ଯୋଗେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଆହୁରି ମଧ୍ୟ ନିଜ ଟ୍ୱିଟ୍‌ ଯୋଗେ କହିଛନ୍ତି ଯେ, ବାଜପେୟୀ ସମସ୍ତଙ୍କ ପାଇଁ ପିତା ତୁଲ୍ୟ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top