ଅପରାଧ

ପୋଷ୍ଟମର୍ଟମ ପରେ ପୀଡିତାଙ୍କୁ ଉନ୍ନାଓ ନିଆଗଲା

Unnao case

ଉନ୍ନାଓ: ଉନ୍ନାଓ ପୀଡିତା ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପୀଡିତାର ଶରୀର 95 ପ୍ରତିଶତ ପୋଡିଯାଇଥିଲା । ସଫଦରଗଞ୍ଜ ହସ୍ପିଟାଲରେ ପୀଡିତାଙ୍କ ଶବ ପୋଷ୍ଟମର୍ଟମ ଶେଷ ହୋଇଛି । ଏହାପରେ ଏବେ ପୀଡିତାଙ୍କ ଶବକୁ ଉନ୍ନାଓକୁ ନିଆଯାଉଛି ।

ଏପଟେ  ସିଏମ ଯୋଗୀ ଆଦିତ୍ୟନାଥ ଉନ୍ନାଓ ଘଟଣାରେ ଦୁଃଖ ପ୍ରକାଶ କରି କହିଛନ୍ତି, ଏହି ଘଟଣାରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଆରେଷ୍ଟ କରାଯାଇଛି, ଏମାନଙ୍କୁ ଖୁବ ଶିଘ୍ର ଦଣ୍ଡ ଦିଆଯିବ । ଏହି ଘଟଣା ଫାଷ୍ଟ ଟ୍ରାକ୍‌ କୋର୍ଟକୁ ଯିବ ବୋଲି ସିଏମ ଯୋଗୀ କହିଛନ୍ତି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top