ନ୍ୟୁଜ୍

ଅକ୍ଟୋବର 4ରେ ହେବ ୟୁପିଏସସି ପ୍ରିଲିମ୍ସ ପରୀକ୍ଷା

ଅର୍ଗସ ବ୍ୟୁରୋ : ଏକ ଲମ୍ବା ସମୟ ଅବଧି ପରେ ୟୁପିଏସସିର ପ୍ରିଲିମ୍ସ ପରୀକ୍ଷା ତାରିଖ ଘୋଷଣା ହୋଇଛି। ଅକ୍ଟୋବର 4ରେ ଏହି ପରୀକ୍ଷା ହେବ। ଏଥିପାଇଁ ଆଶାୟୀ ଛାତ୍ରଛାତ୍ରୀମାନେ ୟୁପିଏସସିର upsc.gov.in ଏହି ସାଇଟରେ ଯାଇ ସମ୍ପୂର୍ଣ୍ଣ ବିବରଣୀ ନେଇପାରିବେ। ତେବେ ୟୁପିଏସସିର ଏନଡିଏ ଏନଏ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏବେ ଏହି ପରୀକ୍ଷା 2020 ସେପ୍ଟେମ୍ବର 6 ତାରିଖରେ ହେବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top