ଦେଶ

ବାଣ ଫାକ୍ଟ୍ରିରେ ବିସ୍ଫୋରଣ, ୬ମୃତ ଅନେକ ଗୁରୁତର

blast

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଏଟା ଜିଲ୍ଲାର ମୀରହଚୀ କ୍ଷେତ୍ରରେ ଶନିବାର ଦିନ  ଏକ ବାଣ କମ୍ପାନୀ ରେ ଭହାବହ  ବିସ୍ପୋରଣ ଘଟି 6 ଜଣଙ୍କର ମୃତ୍ୟୁ ଘଟିବା ସହ ଅନେକ ଗୁରୁତର  ହୋଇଥିବା ଖବର ମିଳିଛି । ଏହି  ଦୁର୍ଘଟଣାରେ ଫ୍ୟାକ୍ଟ୍ରିର ସଂଚାଳିକାଙ୍କ ସମେତ 6 ଜଣଙ୍କର ମୃତ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି । ତେବେ ବିସ୍ଫୋରଣ ଏତେ ଅଧିକା ଥିଲା ଯେ, ବାଣ ଫ୍ୟାକ୍ଟି୍ ନିକଟରେ ଥିବା ଘର ପ୍ରଭାବିତ ହୋଇଛି ।

ସୁଚନାମୁତାବକ, କସ୍ୱା ମିରହଚୀରେ ଥିବା ଏକ ଘରେ ବାଣ ତିଆରୀ କରାଯାଉଥିଲା । ତେବେ ଶନିକାର ଦିନ 11 ଟାରେ  ବିସ୍ଫୋରଣ ଘଟିଥିଲା ।  ବିସ୍ଫେରାରଣ ମାତ୍ରା ଏତେ ଜୋରରେ ଥିଲା ଯେ ସ୍ଥାନୀୟ ଅଞ୍ଚଳ ଧୂଆ ଭରିଯିବା ସହ ଏଥିରେ ମୃତ ହୋଇଥିବା ଲୋକମାନଙ୍କର ଶରୀର ଖଣ୍ଡ ବିଖଣ୍ଡିତ ହୋଇ ବିଚ୍ଛିନ ହୋଇ ପଡିଛି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top