ନ୍ୟୁଜ୍

ଭୁବନେଶ୍ଵରରେ ପରିବା ଦର ସ୍ଵାଭାବିକ

ଅର୍ଗସ ବ୍ୟୁରୋ : କୋରୋନା ମୁକାବିଲା ପାଇଁ ରାଜ୍ୟରେ ଲକଡାଉନ ସ୍ଵାଭାବିକ ରହିଛି। ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନର ତୃତୀତ ଦିନରେ ରାଜଧାନୀ ଭୁବନେଶ୍ଵରରେ ପରିବା ଦର ସ୍ୱାବଭିକ ରହିଛି । ପରିବା ଦୋକାନୀଙ୍କ କହିବା ଅନୁଯାୟୀ, ପ୍ରଶାସନର ସହଯୋଗ ଯୋଗୁଁ ପରିବା ଚାଷୀଙ୍କ ପାରିବା ବଜାରରେ ପହଁଚୁଛି । ଉଭୟ ଚାଷୀ ଓ ବେପାରୀଙ୍କୁ ପୋଲିସର ପାସ ମିଳିଛି । ବଜାରରେ ପାରିବା ଆବଶ୍ୟକ ପରିମାଣର ଅଛି । ତେଣୁ ଲୋକେ ଅଯଥା ବ୍ୟସ୍ତ ହବାର ଆବଶ୍ୟକତା ନାହିଁ।

ଭୁବନେଶ୍ଵରରେ ପରିବା ଦର-
ଆଳୁ -20-22
ପିଆଜ-18-20
ବାଇଗଣ-10-20
ଟମାଟୋ-20
ବିମ୍ସ-20
ଝୁଡଙ୍ଗ-20
କଲରା -20
କାକୁଡି-30
ବୋଇତାଳୁ-15
ଜହ୍ନି-30
ଭଣ୍ଡା-22-25
ଭେଣ୍ଡି-20
କୁଣ୍ଡୁରୀ-20
ଗାଜର-20
କଞ୍ଚା କଦଳୀ-10(ଗୋଟା)
କଞ୍ଚା ଆମ୍ବ-20
ପଣସ-15
ଛୁଇଁ-50
ଅପର ପକ୍ଷରେ ଗ୍ରାହକଙ୍କ କହିବା କଥା ଚାଷୀ ଓ ବେପାରୀଙ୍କୁ ଏ ସମୟରେ ପୋଲିସର ସହାୟତା ଦରକାର । ପାରିବା ବହୁତ ଶସ୍ତା ଅଛି । ସେମାନକୁ ସହାୟତା ମିଳେଲେ ଆଗକୁ ପାରିବ ଦର ଠିକ୍ ରହିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top