X
Breaking News
ବହୁ ଚର୍ଚ୍ଚିତ ଖବର

ଏ କି ପ୍ରକାର ଭକ୍ତି ? ନମାଜ ପଢ଼ିଲେ ପରେ ମାଡ଼ ମାରିଲେ.. ଭିଡିଓ ଭାଇରାଲ

Viral video

ଏ କିଭଳି ନମାଜ ପଢ଼ା ? କେଉଁ ଆଲ୍ଲା ନା ଭଗବାନ କିଏ କହିଛନ୍ତି ରାସ୍ତା ଜାମ୍‌ କରି ପ୍ରାର୍ଥନା କରିବାକୁ ? ଆମେ ଏଠି କାହାକୁ ଭୁଲ୍‌ ଦେଉ ନାହୁଁ କିମ୍ବା କାହାର ଧର୍ମକୁ ଆକ୍ଷେପ କରି ନାହାୁଁ । ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହି ଭିଡିଓରେ ଜଣେ ଯୁବକ ବିମାନରେ ଗସ୍ତ କରିବା ବେଳେ ନମାଜ ପାଠ କରିଥିଲେ । ଭିଡ଼ିଓ ଦେଖିବା ପରେ ଯାହା ଅନୁମାନ କରାଯାଉଛି କି,  ଯୁବକ ଜଣକ ବିମାନରେ ସାଧାରଣ ଲୋକଙ୍କ ଯିବା ଆସିବା ବାଟରେ ନମାଜ ପାଠ କରୁଥିଲେ । ଫଳରେ ଅନ୍ୟମାନେ ନମାଜ ସରିବା ପର୍ଯ୍ୟନ୍ତ ସେଠାରେ ଅପେକ୍ଷା କରି ରହିଥିଲେ । ତେବେ ଭିଡିଓ ଅନୁଯାୟୀ ହଠାତ୍‌ ଯୁବକ ଜଣକ ନମାଜ ସରିବା ପରେ ସାମ୍ନାରେ ଥିବା ଆଉ ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲେ । ଏହା ପରେ ବିମାନ୍‌ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀମାନେ ତାଙ୍କୁ ଅଟକାଇଥିଲେ ।

ତେବେ ଏହି ଘଟଣାକୁ ଇମାମ୍‌ ଅଫ୍‌ ପିସ୍‌ ଟ୍ୱିଟ୍‌ କରି ନିନ୍ଦା କରିଛନ୍ତି । କେବଳ ଇମାମ୍‌ ଅଫ୍‌ ପିସ୍‌ ନୁହଁନ୍ତି ବିଭିନ୍ନ ବୁଦ୍ଧିଜୀବୀବ ମହଲରେ ମଧ୍ୟ ଏହାକୁ ନିନ୍ଦା କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top