ନ୍ୟୁଜ୍

ଭିଜିଲାନ୍ସ ହାତରେ କିରାଣୀ

ନୟାଗଡ: ଭିଜିଲାନ୍ସ ଜାଲରେ ନୟାଗଡ କ୍ଷୁଦ୍ର ଜଳସେଚନ ବିଭାଗର କିରାନୀ ତଥା କୋଷାଦକ୍ଷ ନିଗମାନନ୍ଦ ଭୁଇଁୟା  । ଭିଜିଲାନ୍ସ ବିଭାଗ  ତାଙ୍କଠାରୁ ୧୩,୫ ଶହ ରଂଗ ଦିଆ ଟଙ୍କା ଧରାପଡିଛି । ଏହି ବିଭାଗରେ କାର୍ଯ୍ୟ କରୁଥିବା ଯୁଗଳକିଶୋର ପ୍ରଧାନ  ତାଙ୍କର ଅମାନତ ରାଶି ୧ ଲକ୍ଷ ୮୯ ହଜାର ୬୧୧ ଟଙ୍କା ପାଇବାର ଥିଲା । କିନ୍ତୁ କିରାଣୀ ଜଣଙ୍କ ବହୁତ ଦିନଧରି ଏହି କାର୍ଯ୍ୟକୁ କରୁନଥିଲେ ।

ସଂପୃକ୍ତ ଠିକାଦାର ଭିଜିଲାନ୍ସଙ୍କ ଦ୍ୱାରସ୍ଥ ହୋଇ ୧୩ ହଜାର 5 ଶହ ଟଙ୍କା ଦେଉଥିବା ବେଳେ ସଂପୃକ୍ତ କିରାନୀ ରଂଗ ବୋଳା ଟଙ୍କାକୁ ନିଜ ପକେଟରେ ରଖିଥିଲେ । ଏହି ସମୟରେ  ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ଚଢଉ କରି ସମ୍ପୃକ୍ତ କିରାଣୀଙ୍କୁ  ଗିରଫ କରିଛି ।                                                                                                                                                   

Click to comment

Leave a Reply

Your email address will not be published. Required fields are marked *

Most Popular

To Top