ନ୍ୟୁଜ୍

ଲିଙ୍ଗରାଜ ମନ୍ଦିର ନକଟରେ ଭୋର୍‌ ସମୟରେ ପହଞ୍ଚିଲେ ପାଣ୍ଡିଆନ୍‌, ସ୍ଥିତି ସମୀକ୍ଷା କଲେ

Pandian

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି 5T ସଚିବ ଭି.କାର୍ତ୍ତିକେୟନ୍‌ ପାଣ୍ଡିଆନ । ଆଜି ଭୋରରୁ ସେ ମନ୍ଦିରରେ ପହଞ୍ଚି ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପାଣ୍ଡିଆନଙ୍କ ଗସ୍ତ ସମୟରେ ଭୁବନେଶ୍ୱର ଡିସିପି ଅନୁପ ସାହୁ, ୱାର୍କ ସେକ୍ରେଟାରୀ କିଷନ କୁମାର, ଖୋର୍ଦ୍ଧା ଏଡିଏମ୍‌ ମନୋରଞ୍ଜନ ମଲ୍ଲିକଙ୍କ ସମେତ ଲିଙ୍ଗରାଜ ମନ୍ଦିର ପ୍ରଶାସନ ମଧ୍ୟ ଉପସ୍ଥିତ ଥିଲେ । ନିକଟରେ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ଲାଗି ସରକାର ୮.୫ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । ଏହାକୁ ନେଇ ମାର୍କେଟ କମ୍ଲେକ୍ସ ମଧ୍ୟ ଉଚ୍ଛେଦ କରାଯାଇଥିଲା । ପୂର୍ବରୁ ଏଭଳି ଭୋର ସମୟରେ କଟକ ସ୍ଥିତ ଏସସିବି ମେଡିକାଲ  ପରଦର୍ଶନ କରିଥିଲେ 5ଟି ସଚିବ ।

Pandian Pandian

Click to comment

Leave a Reply

Your email address will not be published. Required fields are marked *

Most Popular

To Top