ଦେଶ

ଶିବସେନା କର୍ମୀଙ୍କ ଉନ୍ମତ କାଣ୍ଡ, ଭିଡ଼ିଓ ହେଲା ଭାଇରାଲ

shivsena

ଅର୍ଗସ ବ୍ୟୁରୋ:  ଶିବସେନା କର୍ମୀଙ୍କ ଉନ୍ମତ କାଣ୍ଡ । ପୁନେରେ ଥିବା ଇଫକୋ-ଟୋକିଓ ଇନସ୍ୟୁରାନ୍ସ କଂପାନୀରେ ବ୍ୟାପାକ ଭଙ୍ଗାରୁଜା କରିଛନ୍ତି ଶିବସେନା କର୍ମୀ । ଦେଖନ୍ତୁ ଏହି ଭିଜିଆଲକୁ  ।

ଉତ୍ୟକ୍ତ ଶିବସେନା କର୍ମୀମାନେ ବିଭିନ୍ନ ନାରାବାଜି କରି ଏକ ଶୋଭାଯାତ୍ରାରେ ଯାଇ ଏକ ଇଫକୋ-ଟୋକିଓ କାର୍ଯ୍ୟାଳୟରେ ପଶି  କମ୍ୟୁଟର, ଗ୍ଲାସ, ଚେୟାର, ଟେବୁଲ ଆଦି ଫୋପାଡି ଭଙ୍ଗାରୁଜା କରିଛନ୍ତି । ମାତ୍ର କେଇ ସମୟ ମଧ୍ୟରେ ଲକ୍ଷାଧିକ ଟଙ୍କାର ସଂପତ୍ତି ଭାଙ୍ଗି ଚୁରମାର କରିଇଛନ୍ତି ଶିବସେନା କର୍ମୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top