ଦେଶ

ବାତ୍ୟା ଅମ୍ଫାନର ପରବର୍ତ୍ତି ସ୍ଥିତି ଉପରେ ନଜର ରଖାଯିବା ସହ ଅଧିକାରୀଙ୍କ ସହ ଲଗାତାର କଥାବାର୍ତ୍ତା ଚାଲିଛି: ଅମିତ୍‌ ଶାହ

‌ନୂଆଦିଲ୍ଲୀ:  ବାତ୍ୟା ଅମ୍ଫାନର ପରବର୍ତ୍ତି ସ୍ଥିତି ଉପରେ ନଜର ରଖାଯିବା ସହ ଅଧିକାରୀଙ୍କ ସହ ଲଗାତାର କଥାବାର୍ତ୍ତା ଚାଲିଛି ବୋଲି ଟୁଇଟ୍ କରି କହିଛନ୍ତି ଗୃହମନ୍ତ୍ରୀ ଅମିତ୍‌ ଶାହ । ସେ କହିଛନ୍ତି  ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ସହ ବାତ୍ୟା  ଯୋଗୁଁ ସୃଷ୍ଟି ହୋଇଥିବା  ପରିସ୍ଥିତି ଉପରେ ଆଲୋଚନା କରାଯାଇଛି ।  କେନ୍ଦ୍ର ତରଫରୁ ସବୁପ୍ରକାର ସହାୟତା  ଯୋଗାଇଦିଆ ଯିବ ବୋଲି ଶାହା ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ।

 

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top