ଧର୍ମ

ଆଜିଠୁ କାଉଣ୍ଟରରେ ମିଳିବ ମଦ, ସକାଳ 7ରୁ ସନ୍ଧ୍ୟା 6 ଯାଏଁ ମଦ ବିକ୍ରି ପାଇଁ ସର୍ତ୍ତମୂଳକ ଅନୁମତି

ଅର୍ଗସ ବ୍ୟୁରୋ : ଆଜିଠୁ ଅନଲାଇନ ସହ ଅଫଲାଇନରେ ବି ମିଳିବ ମଦ । ସକାଳ 7ରୁ ସନ୍ଧ୍ୟା 6 ଯାଏଁ ମଦ ବିକ୍ରି ପାଇଁ ଅନୁମତି ମିଳିଛି । ଏଥିପାଇଁ ଅବକାରୀ ବିଭାଗ ପକ୍ଷରୁ ଅନୁମତି ମିଳିଛି । ସେହିପରି ମଦ ଦୋକାନୀଙ୍କ ଲାଇସେନ୍ସ ଫି ଛାଡ କରାଯାଇଛି । ବିଦେଶୀ ଦୋକାନୀଙ୍କ ପାଇଁ ଦୁଇ ମାସ ଲାଇସେନ୍ସ ଫି ଛାଡ କରାଯାଇଥିବା ବେଳେ ଦେଶୀ ଦୋକାନୀଙ୍କ ପାଇଁ ତିନି ମାସ ଲାଇସେନ୍ସ ଫି ଛାଡ କରାଯାଇଛି । ପୂର୍ବରୁ କେବଳ ଅନଲାଇନରେ ବିକ୍ରି ହେଉଥିଲା ମଦ । ତେବେ ଆଜିଠାରୁ କାଉଣ୍ଟରରେ  ମଦ ମିଳିବ ।ସନ୍ଧ୍ୟାକାଳୀନ ଭିଡକୁ ଏଡାଇବା ପାଇଁ ସକାଳ 7ଟାରୁ ସନ୍ଧ୍ୟା 6 ଯାଏଁ ମଦ ବିକ୍ରି ହେବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top