X
Breaking News
ଖେଳ

ବିଶ୍ୱକପ ୨୦୧୯: ଜୁନ ୫ରୁ ଅଭିଯାନ ଆରମ୍ଭ କରିବ ବିରାଟ ବାହିନୀ, ଏମିତି ରହିଛି ପୁରା ଲିଷ୍ଟ

Courtesy: www.icc-cricket.com

ନୂଆଦିଲ୍ଲୀ: ଆଇସିସି କ୍ରିକେଟ ବିଶ୍ୱକପ୍‌ ପାଇଁ ବିରାଟ ବାହିନୀ ଘୋଷିତ । 15 ଜଣିଆ ଲିଷ୍ଟ କ୍ରକାଶ କରିଛି ବିସିସିଆଇ । ମେ’ 30ରୁ ଲଣ୍ଡନରେ ଯୁଦ୍ଧ ଆରମ୍ଭ ହେବ । 5 ଜୁନ ବୁଧବାର ଭାରତ ସାଉଥ ଆଫ୍ରିକାକୁ ଭେଟିବ ।

ତେବେ ପୁରା ବିଶ୍ୱକପର ଖେଳ ସୂଚୀ ଏମିତି ରହିଛି…

ଆଇପିଏଲ ସିଜନ୍‌ ଚାଲିଥିବା ବେଳେ ପୁଣି କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର ଆସିଥିବାରୁ ସବୁଆଡ଼େ ଏବେ ଖୁସିର ମାହୋଲ  । 2011ରେ ଧୋନି ସେନା ବିଶ୍ୱକପ୍‌ ହାତେଇଥିଲା । ତେବେ ଜୁନ 5ରୁ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରୁଥିବା ବେଳେ ଜୁନ 9ରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ପୁରା ସିଜନ୍‌ରେ ଭାରତ କେଉଁ ଟିମ୍‌ ସହ କେବେ ଖେଳିବ ଇଏ ହେଉଛି ପୁରା ଲିଷ୍ଟ…

ଜୁନ ୦୫: ଦକ୍ଷିଣ ଆଫ୍ରିକା (ସାଉଥମ୍ପଟନ୍)
ଜୁନ ୦୯: ଅଷ୍ଟ୍ରେଲିଆ (ଓଭାଲ)
ଜୁନ ୧୩: ନ୍ୟୁଜିଲାଣ୍ଡ (ନଟିଂହାମ୍)
ଜୁନ ୧୬: ପାକିସ୍ତାନ (ମଂଚେଷ୍ଟର)
ଜୁନ ୨୨: ଆଫଗାନିସ୍ତାନ (ସାଉଥମ୍ପଟନ୍)
ଜୁନ ୨୭: ୱେଷ୍ଟଇଣ୍ଡିଜ୍ (ମଂଚେଷ୍ଟର)
ଜୁନ ୩୦: ଇଂଲଣ୍ଡ (ବର୍ମିଂହାମ)
ଜୁଲାଇ ୦୨: ବାଂଲାଦେଶ (ବର୍ମିଂହାମ)
ଜୁଲାଇ ୦୬: ଶ୍ରୀଲଙ୍କା (ଲିଡସ)
ଜୁଲାଇ ୦୯: ପ୍ରଥମ ସେମିଫାଇନାଲ୍ (ମଂଚେଷ୍ଟର)
ଜୁଲାଇ ୧୧: ଦ୍ୱିତୀୟ ସେମିଫାଇନାଲ୍ (ବର୍ମିହାମ)
ଜୁଲାଇ ୧୪: ଫାଇନାଲ (ଲର୍ଡସ)

Click to comment

Leave a Reply

Your email address will not be published. Required fields are marked *

Most Popular

To Top