X
Breaking News
  • ନେପାଳରେ ଭୂକମ୍ପ ଝଟ୍‌କା
  • ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡକାରୀ
  • ନୟାଗଡ: ବନ୍ଧୁକ ଲୁଟିଲେ ମାଓବାଦୀ
ଖେଳ

୨୦୧୯ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷିତ, ଏମିତି ରହିଛି ପୁରା ଲିଷ୍ଟ

ମୁମ୍ବାଇ: ଆସନ୍ତା ମାସରେ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା କ୍ରିକେଟ ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌ ଚୟନ ହୋଇଛି । ମୁମ୍ବାଇରେ ହାଇ ଲେଭଲ ବୈଠକରେ ଖେଳାଳିଙ୍କୁ ବଛାଯାଇଛି । ପ୍ରକାଶ ପାଇଥିବା ଲିଷ୍ଟ ଆଇସିସିର ବିନା ଅନୁମତିରେ ମେ’ 23 ସୁଦ୍ଧା ପରିବର୍ତ୍ତନ କରାଯାଇପାରେ । ଏବେସୁଦ୍ଧା ବିସିସିଆଇ ଦ୍ୱାରା ପ୍ରକାଶିତ ଏହି ଲିଷ୍ଟ ପ୍ରୋଭିଜିନାଲ୍‌ ଅର୍ଥାତ ଅସ୍ଥାୟୀ ଅଟେ ।

ଏମିତି ରହିଛି ଲିଷ୍ଟ..

ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ, କେଏଲ ରାହୁଲ, ବିଜୟ ଶଙ୍କର, ଧୋନି, କେଦାର ଯାଦବ, ଦିନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଜସପ୍ରୀତ ବୁମରା, ରବିନ୍ଦ୍ର ଜାଡ଼େଜା, ମହମ୍ମଦ ସାମୀ

ଦେଖନ୍ତୁ ସେହି ସମୟକୁ, 28 ବର୍ଷ ପରେ ଏମଏସ୍‌ ଧୋନି ଦ୍ୱିତୀୟ ଥର ଭାରତକୁ ଦେଇଥିଲେ ବିଶ୍ୱକପ୍‌ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top